ସବୁ ଦେଖି ପ୍ରଶାସନ ଚୁପ୍
ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଡେଙ୍ଗାଓସ୍ତା ମାର୍କେଟ...ଦିନ ଆରମ୍ଭରୁ ବିଳମ୍ବିତ ରାତି ଯାଏ ଅସମ୍ଭବ ଭିଡରେ ଅଣନିଶ୍ୱାସୀ ହେଉଛନ୍ତି ଲୋକେ... ଠେଲା ଦୋକାନୀ, ରାସ୍ତା କଡର ପାର୍କିଂ ସହ ପ୍ରତେକ ଦିନ ବ୍ରହ୍ମପୁରରୁ ଭାୟା ଦିଗପହଣ୍ଡି ଡେଙ୍ଗାଉସ୍ତା ଦେଇ ରାୟଗଡ଼ା, କୋରପୁଟ, ମାଲକାନଗିରି ଏବଂ ଜୟପୁରକୁ ଯାତାୟାତ କରୁଥିବା ଶହ ଶହ ବସ୍ ଓ ଯାତ୍ରୀଙ୍କ ପାଇଁ ପ୍ରତ୍ୟେକ ଦିନ ଭିଡ ବଢିବାରେ ଲାଗୁଛି..