ସବୁ ସୀମା ଲଙ୍ଘିଲା ଭରତପୁର ଥାନା ପୁଲିସ୍‌

ଏମ୍‌ସରେ ଚିକିତ୍ସିତ ହେଉଥିବା ମେଜରଙ୍କ ବାନ୍ଧବୀ ଗଣମାଧ୍ୟମ ଆଗରେ ବଖାଣିଛି ଅନ୍ଧାର ରାତିର କଳା କାହାଣୀ।

ସବୁ ସୀମା ଲଙ୍ଘିଲା ଭରତପୁର ଥାନା ପୁଲିସ୍‌

ସବୁ ସୀମା ଲଙ୍ଘିଛି ଭରତପୁର ଥାନା ପୁଲିସ୍‌। ବିଳମ୍ୱିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଛି। ଖାଲି ନିର୍ଯାତନା ଦେଇନି ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ସହିତ ପ୍ରାଇଭେଟ୍‌ ପାଟ୍‌କୁ ଗୋଇଠା ମାରିଛି। ତାହା ପୁଣି ପୁରୁଷ ପୁଲିସ୍‌। ଏମ୍‌ସରେ ଚିକିତ୍ସିତ ହେଉଥିବା ମେଜରଙ୍କ ବାନ୍ଧବୀ ଗଣମାଧ୍ୟମ ଆଗରେ ବଖାଣିଛି ଅନ୍ଧାର ରାତିର କଳା କାହାଣୀ। ଦେଖନ୍ତୁ ପୂରା ରିପୋର୍ଟ।