ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ…
ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା ନିର୍ବାଚନରେ ସେତିକି ଧୂଆଁଧାର ପ୍ରଚାର କରୁଛନ୍ତି ନେତା। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଜନସଭାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଡହଡହ ଖରାରୁ ବଞ୍ଚିବା ପାଇଁ ଭାଷଣ ମଝିରେ ବୋତଲ ପାଣି ମୁଣ୍ଡରେ ଢାଳୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ […] The post ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ… appeared first on Dharitri Odia News.
ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା ନିର୍ବାଚନରେ ସେତିକି ଧୂଆଁଧାର ପ୍ରଚାର କରୁଛନ୍ତି ନେତା। ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଜନସଭାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଡହଡହ ଖରାରୁ ବଞ୍ଚିବା ପାଇଁ ଭାଷଣ ମଝିରେ ବୋତଲ ପାଣି ମୁଣ୍ଡରେ ଢାଳୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
कुर्सी की पेटी बांध लीजिए, तापमान बढ़ रहा है.
INDIA की सरकार आ रही है pic.twitter.com/ljtMgRsXAY
— Congress (@INCIndia) May 28, 2024
ବାଂସଗାଁର ରୁଦ୍ରପୁରର ଏକ ସଭାକୁ ସମ୍ବୋଧନ କରିବା ଭିତରେ ଏପରି ମଜାଦାର ଘଟଣା ଦେଖିବାକୁ ମିଳିଛି। ଏହି ସଭାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।
The post ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ… appeared first on Dharitri Odia News.