ସମସ୍ୟା ଘେରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଦୀର୍ଘ ସାତବର୍ଷ ପୂର୍ବରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନେଇ ନୋଟିଫିକେସନ ହୋଇଛି। ହେଲେ ଆଜି ଯାଏ ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି।