ସମୀର ମହାନ୍ତି OOA ସଭାପତି !
ବିଜେପି ନେତା ସମୀର ମହାନ୍ତି OOA ସଭାପତି ହେବା ଏକପ୍ରକାର ନିଶ୍ଚିତ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର କାଏମ୍ । ସମ୍ପାଦକ ଭାବେ ଅଭିଜିତ ପାଲଙ୍କ ନାମାଙ୍କନ ବି କାଏମ୍ । ଆସନ୍ତା ୩୦ ତାରିଖରେ ହେବ ଚୂଡ଼ାନ୍ତ ଘୋଷଣା । #SamirMoh
ବିଜେପି ନେତା ସମୀର ମହାନ୍ତି OOA ସଭାପତି ହେବା ଏକପ୍ରକାର ନିଶ୍ଚିତ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର କାଏମ୍ । ସମ୍ପାଦକ ଭାବେ ଅଭିଜିତ ପାଲଙ୍କ ନାମାଙ୍କନ ବି କାଏମ୍ । ଆସନ୍ତା ୩୦ ତାରିଖରେ ହେବ ଚୂଡ଼ାନ୍ତ ଘୋଷଣା ।
#SamirMoh