ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ସ୍ନାନ ବେଳେ ବୁଡ଼ିଯାଇ ନିଖୋଜ ଥିଲେ

ପୁରୀ ୨୭।୧୨: ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ପୁରୀ ଚକ୍ରତୀର୍ଥ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ହୋଟେଲ ଭିକ୍ଟୋରିଆ ସମ୍ମୁଖ  ସମୁଦ୍ର ବେଳାଭୂମିରୁ ମୃତଦେହ ଉଦ୍ଧାର କଲା ସମୁଦ୍ର କୂଳ ଥାନା ପୋଲିସ । ମୃତ ପର୍ଯ୍ୟଟକ ଜଣଙ୍କ ବରଗଡ଼ ଅଞ୍ଚଳର ଶୁଭ ପାତ୍ର ବୋଲି ଜଣାପଡିଛି ।You Can Read:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଦୁଇ ଦିନିଆ ଗସ୍ତରେ ଆସିଥାଆନ୍ତେ

ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ସ୍ନାନ ବେଳେ ବୁଡ଼ିଯାଇ ନିଖୋଜ ଥିଲେ

ପୁରୀ ୨୭।୧୨: ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ପୁରୀ ଚକ୍ରତୀର୍ଥ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ହୋଟେଲ ଭିକ୍ଟୋରିଆ ସମ୍ମୁଖ  ସମୁଦ୍ର ବେଳାଭୂମିରୁ ମୃତଦେହ ଉଦ୍ଧାର କଲା ସମୁଦ୍ର କୂଳ ଥାନା ପୋଲିସ । ମୃତ ପର୍ଯ୍ୟଟକ ଜଣଙ୍କ ବରଗଡ଼ ଅଞ୍ଚଳର ଶୁଭ ପାତ୍ର ବୋଲି ଜଣାପଡିଛି ।

You Can Read:

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଦୁଇ ଦିନିଆ ଗସ୍ତରେ ଆସିଥାଆନ୍ତେ