ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-‘ଏହା ଈଶ୍ୱରୀୟ ଅନୁଭୂତି’
ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ରକୁ ଯାଇ ପ୍ରାର୍ଥନା କରିଛନ୍ତି, ଯେଉଁଠି ଦ୍ୱାରକା ନଗରୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗଭୀର ଜଳରେ ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସେ ସାଙ୍ଗରେ ମୟୂର ପୋଷା ନେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ,’ ଏହି ଅଭିଜ୍ଞତା ମୋତେ ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳଦୁଆ ସହିତ ଏକ ବିରଳ ଏବଂ ଗଭୀର ସଂଯୋଗ ପ୍ରଦାନ କରିଛି।’ ଏହି ଅନୁଭୂତି ବଖାଣିବାକୁ ପ୍ରଧାନମନ୍ତ୍ରୀ ମୋଦି […] The post ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-‘ଏହା ଈଶ୍ୱରୀୟ ଅନୁଭୂତି’ appeared first on Dharitri Odia News.
ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ରକୁ ଯାଇ ପ୍ରାର୍ଥନା କରିଛନ୍ତି, ଯେଉଁଠି ଦ୍ୱାରକା ନଗରୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗଭୀର ଜଳରେ ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସେ ସାଙ୍ଗରେ ମୟୂର ପୋଷା ନେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ,’ ଏହି ଅଭିଜ୍ଞତା ମୋତେ ଭାରତର ଆଧ୍ୟାତ୍ମିକ ଏବଂ ଐତିହାସିକ ମୂଳଦୁଆ ସହିତ ଏକ ବିରଳ ଏବଂ ଗଭୀର ସଂଯୋଗ ପ୍ରଦାନ କରିଛି।’
ଏହି ଅନୁଭୂତି ବଖାଣିବାକୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ବୁଡ଼ିଯାଇଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
To pray in the city of Dwarka, which is immersed in the waters, was a very divine experience. I felt connected to an ancient era of spiritual grandeur and timeless devotion. May Bhagwan Shri Krishna bless us all. pic.twitter.com/yUO9DJnYWo
— Narendra Modi (@narendramodi) February 25, 2024
The post ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-‘ଏହା ଈଶ୍ୱରୀୟ ଅନୁଭୂତି’ appeared first on Dharitri Odia News.