ସମ୍ପର୍କୀୟ ଭଉଣୀର ଗଳା କାଟି ବସ୍‌ ଆଗକୁ ଡେଇଁଥିଲେ, ଅଭିଯୁକ୍ତ ଭାଇର ମୃତ୍ୟୁ

ବ୍ରହ୍ମପୁର ୨୦।୮: ଭଉଣୀର ଗଳା କାଟିଥିବା ଅଭିଯୁକ୍ତ ଭାଇର ମୃତ୍ୟୁ । ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥ ବିହାରରେ ସମ୍ପର୍କୀୟ ଭଉଣୀର ଗଳା କାଟି ହତ୍ୟା କରିଥିବା ଅଭିଯୁକ୍ତର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ୨୪ ବର୍ଷ ବୟସ୍କ ଆଶୁତୋଷ ପାଣିଗ୍ରାହୀ ।ସୋମବାର ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଭାଇ ଆଶୁତୋଷ ବସ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା । ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଆଶୁତୋଷର ମୃତ୍ୟୁ ହୋଇଥିବା ଜଣାପଡିଛି ।You Can Read:ଦୋକାନ ବାରଣ୍ଡାରେ ବାନ୍ତି କରିଦେବାରୁ ଟ୍ରକ୍ ଡ୍ରାଇଭରଙ୍କୁ ମାରିଦେଲେ ଦୁଇ ଭାଇ

ସମ୍ପର୍କୀୟ ଭଉଣୀର ଗଳା କାଟି ବସ୍‌ ଆଗକୁ ଡେଇଁଥିଲେ, ଅଭିଯୁକ୍ତ ଭାଇର ମୃତ୍ୟୁ

ବ୍ରହ୍ମପୁର ୨୦।୮: ଭଉଣୀର ଗଳା କାଟିଥିବା ଅଭିଯୁକ୍ତ ଭାଇର ମୃତ୍ୟୁ । ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନାଥ ବିହାରରେ ସମ୍ପର୍କୀୟ ଭଉଣୀର ଗଳା କାଟି ହତ୍ୟା କରିଥିବା ଅଭିଯୁକ୍ତର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ୨୪ ବର୍ଷ ବୟସ୍କ ଆଶୁତୋଷ ପାଣିଗ୍ରାହୀ ।

ସୋମବାର ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ଭାଇ ଆଶୁତୋଷ ବସ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା । ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅଭିଯୁକ୍ତ ଆଶୁତୋଷର ମୃତ୍ୟୁ ହୋଇଥିବା ଜଣାପଡିଛି ।

You Can Read:

ଦୋକାନ ବାରଣ୍ଡାରେ ବାନ୍ତି କରିଦେବାରୁ ଟ୍ରକ୍ ଡ୍ରାଇଭରଙ୍କୁ ମାରିଦେଲେ ଦୁଇ ଭାଇ