ସମ୍ବଲପୁର ଜିଲ୍ଲାରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଶୋକ କୁମାର ଭୋଇ ଏବଂ ଶ୍ରୀ ଇଶ୍ଵରଚନ୍ଦ୍ର ନାଏକ ଯୋଗଦାନ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ ପରେ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ସୌଜନ୍ଯ ମୂଳକ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ଯେ ଶ୍ରୀ ଅଶୋକ କୁମାର ଭୋଇ ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ଇଶ୍ଵର ଚନ୍ଦ୍ର ନାଏକ ବାରିପଦା, ମୟୂରଭଞ୍ଜ ଠାରେ ଉପଜିଲ୍ଲାପାଳ […] The post ସମ୍ବଲପୁର ଜିଲ୍ଲାରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ appeared first on Odisha.News.

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଶୋକ କୁମାର ଭୋଇ ଏବଂ ଶ୍ରୀ ଇଶ୍ଵରଚନ୍ଦ୍ର ନାଏକ ଯୋଗଦାନ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ ପରେ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ସୌଜନ୍ଯ ମୂଳକ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ଯେ ଶ୍ରୀ ଅଶୋକ କୁମାର ଭୋଇ ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ଇଶ୍ଵର ଚନ୍ଦ୍ର ନାଏକ ବାରିପଦା, ମୟୂରଭଞ୍ଜ ଠାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।
The post ସମ୍ବଲପୁର ଜିଲ୍ଲାରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲ୍ଲାପାଳ appeared first on Odisha.News.