ସମ୍ବଲପୁର ଜେଲ୍ରେ ରେଡ୍
ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍। ହୋଇଛି। ଶୁକ୍ରବାର ଭୋର୍ ୪ଟାରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଏସ୍ପି, ସଦର ଏସ୍ଡିପିଓ ସାମିଲ ହୋଇଛନ୍ତି। ବିପୁଳ ପରିମାଣର ଗୁଟ୍ଖା, ଖଇନି ସହ ଲାଇଟର ଜବତ ହୋଇଛି। The post ସମ୍ବଲପୁର ଜେଲ୍ରେ ରେଡ୍ appeared first on Dharitri Odia News.
ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍। ହୋଇଛି। ଶୁକ୍ରବାର ଭୋର୍ ୪ଟାରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି।
ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଏସ୍ପି, ସଦର ଏସ୍ଡିପିଓ ସାମିଲ ହୋଇଛନ୍ତି। ବିପୁଳ ପରିମାଣର ଗୁଟ୍ଖା, ଖଇନି ସହ ଲାଇଟର ଜବତ ହୋଇଛି।
The post ସମ୍ବଲପୁର ଜେଲ୍ରେ ରେଡ୍ appeared first on Dharitri Odia News.