ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

ସମ୍ବଲପୁର ୨୩।୫: ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନାର ଏଏସ୍‌ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ଥିବା ୨ଟି ବକ୍ସ ନେଇଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ସମ୍ବଲପୁର ଏସ୍‌ପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ମାଲଖାନାରୁ କୋରେକ୍ସ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍‌ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା । ଜବତ କୋରେକ୍ସ ବକ୍ସ ସେ ଚୋରି କରିନେଇଥିଲେ । ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଏସ୍‌ପି ତଦନ୍ତ ଆରମ୍ଭ କରିଥିଲେ । ଏଏସ୍‌ଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ୨ଟି ବକ୍ସ କୋରେକ୍ସ ଜବତ କରିଛନ୍ତି । କିଛି ଦିନ ତଳେ କନେଷ୍ଟବଳରୁ ଏଏସ୍‌ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ରଞ୍ଜନ ପଣ୍ଡା ।You Can Read:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଖରିଆର R&Bର ଜେଇ ସୁଶାନ୍ତ ସେଠୀଙ୍କ ୮ ଠିକଣାରେ ଭିଜିଲାନ୍ସ ରେଡ଼୍ 

ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

ସମ୍ବଲପୁର ୨୩।୫: ସମ୍ବଲପୁର ଟାଉନ୍ ଥାନାର ଜଣେ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନାର ଏଏସ୍‌ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ ହୋଇଛନ୍ତି । ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ଥିବା ୨ଟି ବକ୍ସ ନେଇଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ସମ୍ବଲପୁର ଏସ୍‌ପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମାଲଖାନାରୁ କୋରେକ୍ସ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍‌ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା । ଜବତ କୋରେକ୍ସ ବକ୍ସ ସେ ଚୋରି କରିନେଇଥିଲେ । ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଏସ୍‌ପି ତଦନ୍ତ ଆରମ୍ଭ କରିଥିଲେ । ଏଏସ୍‌ଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ୨ଟି ବକ୍ସ କୋରେକ୍ସ ଜବତ କରିଛନ୍ତି । 

କିଛି ଦିନ ତଳେ କନେଷ୍ଟବଳରୁ ଏଏସ୍‌ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ରଞ୍ଜନ ପଣ୍ଡା ।

You Can Read:

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଖରିଆର R&Bର ଜେଇ ସୁଶାନ୍ତ ସେଠୀଙ୍କ ୮ ଠିକଣାରେ ଭିଜିଲାନ୍ସ ରେଡ଼୍