ସମ୍ବଲପୁରରେ ନିର୍ବାଚନ ଏକ ପାଖିଆ ହେବ; ପ୍ରଶାନ୍ତ

ସମ୍ବଲପୁରରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ପ୍ରଣବ ।

ସମ୍ବଲପୁରରେ ନିର୍ବାଚନ ଏକ ପାଖିଆ ହେବ; ପ୍ରଶାନ୍ତ

ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ ହୋଇଛି ଓଡ଼ିଶାର ରାଜନୈତିକ ମାହୋଲ। ସମ୍ବଲପୁରରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ପ୍ରଣବ। ବିଜେଡିର ସମ୍ବଲପୁର ଲୋକସଭା ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ୍ ମିଳିବା ପରେ କିଛି ଏମିତି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।