ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଲା କପଡ଼ା ଗୋଦାମ !Fire Erupts at Clothing Apparel Showroom in Kuchinda

ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ, ହୁତହୁତ ଜଳିଲା କପଡ଼ା ଗୋଦାମ ! ଜଳିଗଲା କପଡ଼ା ଗୋଦାମ । ସମ୍ବଲପୁର କୁଚିଣ୍ଡାର ଏକ କପଡା ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଦୁଇ ମହଲାରେ ଥି