ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ଯୁତ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ର ଗୋଟିଏ ବଗି

ସମ୍ବଲପୁର ୩୦।୭: ସମ୍ବଲପୁରରେ ଲାଇନଚ୍ଯୁତ ହେଲା ମାଲବାହୀ ଟ୍ରେନ୍ । ସମ୍ବଲପୁର ସରଲାଠାରେ ମାଲବାହୀ ଟ୍ରେନ୍ ଲାଇନଚ୍ଯୁତ ହୋଇଛି । ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚିଛନ୍ତି ।ସୋମବାର ଭୁବନେଶ୍ୱର ମଞ୍ଚେଶ୍ୱର ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା । ମାଲବାହୀ ଟ୍ରେନ୍‌ର ୮ଟି ବଗି ଟ୍ରାକ୍‌ରୁ ଖସିଯାଇଥିଲା । ସେପଟେ ଏହି ଦୁର୍ଘଟଣା ପରେ ତୁରନ୍ତ ରେଳବାଇ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହେବା ଦ୍ୱାରା ସେହି ରୁଟ୍‌ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏପିରିକି ସେହି ରୁଟ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଥିବା ସୂଚନା ମିଳିଛି ।You Can Read:ପୋଲିସ ପରିଚୟ ଦେଇ ଡ୍ରାଇଭରକୁ ଅପହରଣ, ଲୁଟିଲେ ପିକ୍ଅପ୍ ଭ୍ୟାନ୍

ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ଯୁତ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ର ଗୋଟିଏ ବଗି

ସମ୍ବଲପୁର ୩୦ସମ୍ବଲପୁରରେ ଲାଇନଚ୍ଯୁତ ହେଲା ମାଲବାହୀ ଟ୍ରେନ୍ । ସମ୍ବଲପୁର ସରଲାଠାରେ ମାଲବାହୀ ଟ୍ରେନ୍ ଲାଇନଚ୍ଯୁତ ହୋଇଛି । ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ଯୁତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ ପହଞ୍ଚିଛନ୍ତି ।

ସୋମବାର ଭୁବନେଶ୍ୱର ମଞ୍ଚେଶ୍ୱର ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା । ମାଲବାହୀ ଟ୍ରେନ୍‌ର ୮ଟି ବଗି ଟ୍ରାକ୍‌ରୁ ଖସିଯାଇଥିଲା । ସେପଟେ ଏହି ଦୁର୍ଘଟଣା ପରେ ତୁରନ୍ତ ରେଳବାଇ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହେବା ଦ୍ୱାରା ସେହି ରୁଟ୍‌ରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏପିରିକି ସେହି ରୁଟ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଥିବା ସୂଚନା ମିଳିଛି ।

You Can Read:

ପୋଲିସ ପରିଚୟ ଦେଇ ଡ୍ରାଇଭରକୁ ଅପହରଣ, ଲୁଟିଲେ ପିକ୍ଅପ୍ ଭ୍ୟାନ୍