ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ, ପୁରୀରେ ପର୍ଯ୍ୟଟକଙ୍କୁ ସମୁଦ୍ରରେ ସ୍ନାନ ମନା

ପୁରୀ ୨୨।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ଥିବାବେଳେ ପୁରୀରେ ଥିବା ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ କରୁଛନ୍ତି । ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ଡାକବାଜି ଯନ୍ତ୍ର ଯୋଗେ ସମୁଦ୍ରରେ ସ୍ନାନ ନକରିବା ପାଇଁ ପର୍ଯ୍ୟଟକଙ୍କୁ ସଚେତନ‌ କରାଉଛନ୍ତି । ବିଶେଷ କରି ସମ୍ଭାବ୍ୟ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡ଼ି ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କିଭଳି ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି ।You Can Read:ସମ୍ଭାବ୍ୟ ବାତ୍ୟା ପାଇଁ ନିଯୁକ୍ତି ହେବେ ସ୍ଵତନ୍ତ୍ର ଅଫିସର, ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ 

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ, ପୁରୀରେ ପର୍ଯ୍ୟଟକଙ୍କୁ ସମୁଦ୍ରରେ ସ୍ନାନ ମନା

ପୁରୀ ୨୨।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ଥିବାବେଳେ ପୁରୀରେ ଥିବା ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ କରୁଛନ୍ତି । ସମୁଦ୍ର କୂଳରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ଡାକବାଜି ଯନ୍ତ୍ର ଯୋଗେ ସମୁଦ୍ରରେ ସ୍ନାନ ନକରିବା ପାଇଁ ପର୍ଯ୍ୟଟକଙ୍କୁ ସଚେତନ‌ କରାଉଛନ୍ତି । ବିଶେଷ କରି ସମ୍ଭାବ୍ୟ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡ଼ି ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କିଭଳି ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ସଚେତନ କରାଯାଉଛି ।


You Can Read:

ସମ୍ଭାବ୍ୟ ବାତ୍ୟା ପାଇଁ ନିଯୁକ୍ତି ହେବେ ସ୍ଵତନ୍ତ୍ର ଅଫିସର, ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ : ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ