ସମ୍ମାନିତା ପକ୍ଷରୁ ‘ପ୍ରତିଭା ସମ୍ମାନ-୨୦୨୪’ ପ୍ରଦାନ, ଲଞ୍ଚ୍ ହେଲା ଫିଲ୍ମ ‘ୱାଇଫ୍’ର ପୋଷ୍ଟର
କଟକ ୧।୪: କଟକ ଶତାବ୍ଦୀ ଭବନ ଠାରେ ସାମାଜିକ ସଂଗଠନ ସମ୍ମାନିତା ପକ୍ଷରୁ ପ୍ରତିଭା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । ଚଳିତବର୍ଷ ସମ୍ମାନିତା ସଂଗଠନ ୮ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ସମାଜ ପାଇଁ କାର୍ଯ୍ୟ କରି ଆସୁଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ମହିଳା ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏହାସହ ଆଗାମୀ ଚଳଚ୍ଚିତ୍ର ‘ୱାଇଫ୍’ର ପୋଷ୍ଟର ମଧ୍ୟ ଲଞ୍ଚ କରାଯାଇଥିଲା । ସାମାଜିକ ସେବା, ସମସ୍ତଙ୍କ ମନରେ ହସ ଫୁଟାଇବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ଦେବା ସମ୍ମାନିତାର ମୁଖ୍ୟ କାର୍ଯ୍ୟ ବୋଲି ସଂଗଠନର ମୁଖ୍ୟ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ।You Can Read :ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁପଡିଲେ ଡ୍ରାଇଭର
କଟକ ୧।୪: କଟକ ଶତାବ୍ଦୀ ଭବନ ଠାରେ ସାମାଜିକ ସଂଗଠନ ସମ୍ମାନିତା ପକ୍ଷରୁ ପ୍ରତିଭା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । ଚଳିତବର୍ଷ ସମ୍ମାନିତା ସଂଗଠନ ୮ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ସମାଜ ପାଇଁ କାର୍ଯ୍ୟ କରି ଆସୁଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । କେବଳ ମହିଳା ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।
ଏହାସହ ଆଗାମୀ ଚଳଚ୍ଚିତ୍ର ‘ୱାଇଫ୍’ର ପୋଷ୍ଟର ମଧ୍ୟ ଲଞ୍ଚ କରାଯାଇଥିଲା । ସାମାଜିକ ସେବା, ସମସ୍ତଙ୍କ ମନରେ ହସ ଫୁଟାଇବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ଦେବା ସମ୍ମାନିତାର ମୁଖ୍ୟ କାର୍ଯ୍ୟ ବୋଲି ସଂଗଠନର ମୁଖ୍ୟ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ।
You Can Read :
ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁପଡିଲେ ଡ୍ରାଇଭର