ସରକାର ଶୁଣିଲେ ନାହିଁ..ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
କୋରାପୁଟ ପୌର ପରିଷଦ ଅନ୍ତର୍ଗତ ମସିପୁଟ ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। ବେସରକାରୀ ଜମି ରହିଥିବାରୁ ରାସ୍ତା ନିର୍ମାଣରେ ବାଧା ଉପୁଜିଛି। ଗ୍ରାମବାସୀ ମାନେ ବାରମ୍ବାର ସରକାରଙ୍କୁ କହିଲେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁ ନ ଥିବାରୁ ଗ୍ର