ସରକାରୀ ଅଧିକାରୀଙ୍କୁ ତାଗିଦ୍ କଲେ ରାଜ୍ୟପାଳ ରଘୁବର ଦାସ
ନୀଳଗିରି ଗସ୍ତରେ ଥିବା ମହାମହିମ ରାଜ୍ୟପାଳ ଅଚାନକ ଏହି ଘରକୁ ପରିଦର୍ଶନରେ ଯାଇଥିଲେ । ଯାହା ଦେଖିଲେ ତାଜୁବ ହୋଇଗଲେ । ଜଣେ ଦୃଷ୍ଟି ବାଧିତ ବିଧବା ମହିଳା ଅତି ସାଙ୍ଘାତିକ ଅବସ୍ଥାରେ ରହୁଥିବା ଜାଣି ସାଙ୍ଗରେ ଥିବା ସରକାରୀ ଅଧିକାରୀଙ୍କୁ ତାଗିଦ କରିଥିଲେ ।