ସରକାରୀ ଅନୁଦାନ ଅର୍ଥ ହେରେଫେର ମାମଲା, ପୂର୍ବତନ ମହିଳା ସାମାଜିକ ଶିକ୍ଷା ଅଧିକାରୀଙ୍କୁ ଜେଲ ଦଣ୍ଡ
ବ୍ରହ୍ମପୁର: ସରକାରୀ ଅନୁଦାନ ଅର୍ଥ ହେରେଫେର ମାମଲା ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ମହିଳା ସାମାଜିକ ଶିକ୍ଷା ଅଧିକାରୀ ପି. ଆଦିଲକ୍ଷ୍ମୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ବ୍ରହ୍ମପୁର ଦ୍ୱାରା ଦଣ୍ଡିତ। ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବ୍ରହ୍ମପୁର।କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ଏକ ମାମଲାରେ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ଦୁଇ ହଜାର ଟଙ୍କା ଜରିମାନା ରାୟ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବ୍ରହ୍ମପୁର । ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା।
ବ୍ରହ୍ମପୁର: ସରକାରୀ ଅନୁଦାନ ଅର୍ଥ ହେରେଫେର ମାମଲା ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ମହିଳା ସାମାଜିକ ଶିକ୍ଷା ଅଧିକାରୀ ପି. ଆଦିଲକ୍ଷ୍ମୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ବ୍ରହ୍ମପୁର ଦ୍ୱାରା ଦଣ୍ଡିତ। ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବ୍ରହ୍ମପୁର।
କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ଏକ ମାମଲାରେ ଏକ ବର୍ଷ ଜେଲ ଦଣ୍ଡାଦେଶ ସହ ଦୁଇ ହଜାର ଟଙ୍କା ଜରିମାନା ରାୟ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ବ୍ରହ୍ମପୁର । ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୁପାରିଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା।