ସରକାରୀ କମ୍ପାନୀଙ୍କୁ ହତାଦର !

ମୁଖ୍ୟମନ୍ତ୍ରୀ ଆମେରିକାର ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ କଗନିଜାଣ୍ଟର ଭୁବନେଶ୍ୱର ଶାଖାକୁ ଉଦଘାଟନ କରିଛନ୍ତି।

ସରକାରୀ କମ୍ପାନୀଙ୍କୁ ହତାଦର !

ମୁଖ୍ୟମନ୍ତ୍ରୀ ଆମେରିକାର ବହୁ ରାଷ୍ଟ୍ରୀୟ ଆଇଟି କମ୍ପାନୀ କଗନିଜାଣ୍ଟର ଭୁବନେଶ୍ୱର ଶାଖାକୁ ଉଦଘାଟନ କଲେ। ଆଚାର୍ଯ୍ୟ ବିହାରରେ 3ଟି ଟାଓ୍ୱାରକୁ ନେଇ ନୂଆ କରି ତିଆରି ହୋଇଥିବା ଓଡ଼ିଶା ଟେକନୋଲୋଜି ସେଣ୍ଟରର ଗୋଟିଏ ଟାଓ୍ୱାରକୁ କଗନିଜାଣ୍ଟକୁ ଶସ୍ତା ଦରରେ ଭଡ଼ାରେ ଦିଆଗଲା। ଦେଖନ୍ତୁ ପୂରା ରିପୋର୍ଟ।