ସରକାରୀ ଚାକିରି ,୫୦ ଲକ୍ଷ ଉପୁରି

ବାବୁଙ୍କୁ ଦରକାର ମୁହଁ ଢାଙ୍କିବାକୁ କପଡ଼ା । କ୍ୟାମେରା ସାମ୍‌ନାରେ ମୁହଁ ଲୁଚାଉଛନ୍ତି EDର ବଡ଼ ବାବୁ । କରିଥିଲେ ସରକାରୀ ଚାକିରି, ଉପୁରୀ ହେଉଥିଲା ଏକାଥରେ ୫୦ ଲକ୍ଷ ।

ସରକାରୀ ଚାକିରି ,୫୦ ଲକ୍ଷ ଉପୁରି
Array