ସରକାରୀ ବ୍ୟବସ୍ଥାକୁ ପୀରାଙ୍କ ଉପହାସ

୯୫ ବର୍ଷିୟା ପୀରା ରୁହାନ। ଅଣ୍ଟା ନଇଁ ଗଲାଣି । ଚାଲିବାକୁ ଦେହରେ ଶକ୍ତି ନାହିଁ। ତଥାପି ସେ ଆସିଛି ସରକାର ଦେଉଥିବା ମାସିକ ୩୫ ଶହ ଟଙ୍କା କାହିଁକି ତାଙ୍କୁ ମିଳୁନି ବୁଝିବାକୁ ।

ସରକାରୀ ବ୍ୟବସ୍ଥାକୁ ପୀରାଙ୍କ ଉପହାସ
Array