ସରପଞ୍ଚ ଙ୍କ ଚେଷ୍ଟା ରେ ମିଳିଲା ୨୩ ନୂତନ ଭତ୍ତା ।
ହାଟଡିହି : ହାଟଡିହି ବ୍ଳକ୍ ବଡ଼ରମ୍ପାସ ପଞ୍ଚାୟତକାର୍ଯ୍ୟଳୟରେ ନୂତନ ହିତାଧୀକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ହାଟଡିହି ବ୍ଳକ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଯୋଗ ଦେଇ ୨୩ଜଣ ନୂତନ ହିତାଧକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଭତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିରଃ ରଞ୍ଜନ ସାହୁ, […] The post ସରପଞ୍ଚ ଙ୍କ ଚେଷ୍ଟା ରେ ମିଳିଲା ୨୩ ନୂତନ ଭତ୍ତା । appeared first on Odisha.News.
ହାଟଡିହି : ହାଟଡିହି ବ୍ଳକ୍ ବଡ଼ରମ୍ପାସ ପଞ୍ଚାୟତକାର୍ଯ୍ୟଳୟରେ ନୂତନ ହିତାଧୀକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ହାଟଡିହି ବ୍ଳକ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଯୋଗ ଦେଇ ୨୩ଜଣ ନୂତନ ହିତାଧକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ, ବିଧବା ଭତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିରଃ ରଞ୍ଜନ ସାହୁ, ସୁଶାନ୍ତ ସେନାପତି, ନାରାୟଣ ଚନ୍ଦ୍ର ବେହେରା, ମହେଶ୍ଵର ସୂତାର, ଶ୍ରୀଧର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପିଇଓ ଜିତେନ୍ଦ୍ର କୁମାର ଜେନା, ଡିଇଓ ମାଧବାନନ୍ଦ ସାହୁ, ଅଜୟ କୁମାର ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ସରପଞ୍ଚ ଙ୍କ ଚେଷ୍ଟା ରେ ମିଳିଲା ୨୩ ନୂତନ ଭତ୍ତା । appeared first on Odisha.News.