ସରପଞ୍ଚଙ୍କ ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୫୦ ହଜାର ଟଙ୍କା
ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ରାମଚନ୍ଦ୍ରପୁର ଥାନା ଛକ ନିିକଟରୁ ଫ୍ଲାଇଂ ସ୍କ୍ବାଡ ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ କୁମାର ସାହୁଙ୍କ ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସରପଞ୍ଚଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇ ଛଡ଼ାଯାଇଛି। ଜବତ ଟଙ୍କା ନିଜସ୍ବ ଏବଂ ଏହା ବ୍ୟବସାୟିକ ଟଙ୍କା ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ତାଙ୍କର ଯାନବାହନ ବ୍ୟବସାୟ ରହିଥିବାରୁ ସେ ପ୍ରାୟ ସମୟରେ ଗାଡ଼ିରେ ଟଙ୍କା ରଖିଥାନ୍ତି ବୋଲି କହିଛନ୍ତି। ପୋଲିସ ଜବତ […] The post ସରପଞ୍ଚଙ୍କ ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୫୦ ହଜାର ଟଙ୍କା appeared first on Dharitri Odia News.
ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ରାମଚନ୍ଦ୍ରପୁର ଥାନା ଛକ ନିିକଟରୁ ଫ୍ଲାଇଂ ସ୍କ୍ବାଡ ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ କୁମାର ସାହୁଙ୍କ ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସରପଞ୍ଚଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇ ଛଡ଼ାଯାଇଛି। ଜବତ ଟଙ୍କା ନିଜସ୍ବ ଏବଂ ଏହା ବ୍ୟବସାୟିକ ଟଙ୍କା ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ତାଙ୍କର ଯାନବାହନ ବ୍ୟବସାୟ ରହିଥିବାରୁ ସେ ପ୍ରାୟ ସମୟରେ ଗାଡ଼ିରେ ଟଙ୍କା ରଖିଥାନ୍ତି ବୋଲି କହିଛନ୍ତି। ପୋଲିସ ଜବତ କରିଥିବା ଟଙ୍କାକୁ ଆମେ ଆବଶ୍ୟକ କାଗଜପତ୍ର ଦର୍ଶାଇ ଫେରସ୍ତ ଆଣିବୁ ବୋଲି କହିଛନ୍ତି। ଏହା କୌଣସି ନିର୍ବାଚନୀ ଜନିତ ଟଙ୍କା ନୁହେଁ ବୋଲି କହିଛନ୍ତି।
The post ସରପଞ୍ଚଙ୍କ ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୫୦ ହଜାର ଟଙ୍କା appeared first on Dharitri Odia News.