ପରଲୋକରେ ଅଗ୍ନି ମିଶାଇଲର ଜନକ
ନୂଆଦିଲ୍ଲୀ,୧୫।୮: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଜଣାଶୁଣା ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ଜଣେ ଡିଆରଡିଓ ଅଧିକାରୀଙ୍କ ବୟାନ ଅନୁଯାୟୀ କହିଛି ଯେ ରାମ ନାରାୟଣ ଅଗ୍ରୱାଲଙ୍କର ଗୁରୁବାର ହାଇଦ୍ରାବାଦରେ ୮୪ବର୍ଷ ବୟସରେ ପରଲୋକ ହୋଇଛି। ଡିଆରଡିଓ ଅନୁଯାୟୀ, ସେ ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବରେ ମଧ୍ୟ ଜଣାଶୁଣା ଏବଂ ଦେଶରେ ଦୂର ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଅଗ୍ନି କ୍ଷେପଣାସ୍ତ୍ରର […] The post ପରଲୋକରେ ଅଗ୍ନି ମିଶାଇଲର ଜନକ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୮: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଜଣାଶୁଣା ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ଜଣେ ଡିଆରଡିଓ ଅଧିକାରୀଙ୍କ ବୟାନ ଅନୁଯାୟୀ କହିଛି ଯେ ରାମ ନାରାୟଣ ଅଗ୍ରୱାଲଙ୍କର ଗୁରୁବାର ହାଇଦ୍ରାବାଦରେ ୮୪ବର୍ଷ ବୟସରେ ପରଲୋକ ହୋଇଛି।
ଡିଆରଡିଓ ଅନୁଯାୟୀ, ସେ ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବରେ ମଧ୍ୟ ଜଣାଶୁଣା ଏବଂ ଦେଶରେ ଦୂର ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ଅଗ୍ନି ମ୍ୟାନ ଭାବରେ ମଧ୍ୟ ଜଣାଶୁଣା।
The post ପରଲୋକରେ ଅଗ୍ନି ମିଶାଇଲର ଜନକ appeared first on Dharitri Odia News.