ସରିଲା ଡିଜିପି ସମ୍ମିଳନୀ; ଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ : ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିବା ଡିଜିପି ସମ୍ମିଳନୀ ସମାପ୍ତ ହୋଇଛି । ଡିଜିପି ସମ୍ମିଳନୀରୁ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨ ଦିନ ଧରି ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଲୋକସଭା ଭବନରୁ ବାହାରି ବିମାନବନ୍ଦର ଗଲେ ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶା ଗସ୍ତରେ ୩ ଦିନ ରହିବା ପରେ ଦିଲ୍ଲୀ ଫେରି ଯାଉଛନ୍ତି ମୋଦୀ ।