ସରିଲା ନବମ ତମ ଚତୁର୍ଥ ପ୍ରହରୀ।

ହାଟଡିହି ବ୍ଲକ ରେ ଆରାଧ୍ୟ ଦେବୀ ମା ଦୁଆର ଶୁଣି ଙ୍କ ବାର୍ଷିକ ଚତୁର୍ଥ ପ୍ରହରୀ ନାମ ଯଜ୍ଞ ରବିବାର ଦିନ ଶେଷ ହୋଇଛି। ୨୦୧୫ ମସିହା ରୁ ଆରମ୍ଭ ହୋଇ ଥିବା ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ନାମ ପ୍ରଚାର ପ୍ରସାର ପାଇ ଚର୍ତୁଥ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସେହି ଦିନ ଠାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ରେ ମା ଦୁଆର ଶୁଣି ଙ୍କ ନିକଟରେ  ଦୁଇ ଦିନ ଧରି ନାମ ଯଜ୍ଞ […] The post ସରିଲା ନବମ ତମ ଚତୁର୍ଥ ପ୍ରହରୀ। appeared first on Odisha.News.

ସରିଲା ନବମ ତମ ଚତୁର୍ଥ ପ୍ରହରୀ।

ହାଟଡିହି ବ୍ଲକ ରେ ଆରାଧ୍ୟ ଦେବୀ ମା ଦୁଆର ଶୁଣି ଙ୍କ ବାର୍ଷିକ ଚତୁର୍ଥ ପ୍ରହରୀ ନାମ ଯଜ୍ଞ ରବିବାର ଦିନ ଶେଷ ହୋଇଛି। ୨୦୧୫ ମସିହା ରୁ ଆରମ୍ଭ ହୋଇ ଥିବା ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ନାମ ପ୍ରଚାର ପ୍ରସାର ପାଇ ଚର୍ତୁଥ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ସେହି ଦିନ ଠାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ରେ ମା ଦୁଆର ଶୁଣି ଙ୍କ ନିକଟରେ  ଦୁଇ ଦିନ ଧରି ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଯାହାକୁ ଅଞ୍ଚଳ ରୁ ପୋଲିସ ବିଭାଗ ତଥା ଅନ୍ୟାନ ବିଭାଗ ରୁ ଏକାଧିକ ଯୁବକ ଏକତ୍ର ହୋଇ ବହୁ ଖୁସି ମଜାରେ ପାଳନ କରିଥାଆନ୍ତି। ଏହି ଯୁବକ ମାନଙ୍କ ମଧ୍ୟରେ ଆଲୋକ ଜେନା, ବଳରାମ ସା, ଅର୍ଜୁନ ସା, ଦେବେନ୍ଦ୍ର ସା, ସତ୍ୟବ୍ରତ ପଣ୍ଡା, ନାରାୟଣ କୁଅଁର, ପୋଲିସ ଏ ସାଇ ଆଶୁତୋଷ ନାୟକ, ବିଭୂତି ଭୂଷଣ ଜେନା, ସତ୍ୟ ବ୍ରତ ପଣ୍ଡା, ପ୍ରଦୀପ କୁମାର ଜେନା,  ତରୁଣ କାନ୍ତ ସାମଲ, ଶ୍ରୀକାନ୍ତ ବେହେରା, ସଞ୍ଜୟ କୁମାର ଜେନା, ରବୀନ୍ଦ୍ର କୁମାର ସା, ସୁଶାନ୍ତ କୁମାର ରାଉତ , ସାନ୍ତୁନ କୁମାର ଜେନା, ଦେବେନ୍ଦ୍ର କୁମାର ମହଲା ,ସୁଶାନ୍ତ କୁମାର ରାଉତ ,ରାଜା ରାଣା ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ମା ଦୁଆର ଶୁଣି କମିଟି ର ମିଳିତ ଉଦ୍ୟମ ରେ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା। ଏଥରେ ପ୍ରତିବର୍ଷ ପରି ଏବର୍ଷ ଦଧି ହାଣ୍ଡି ବିସର୍ଜନ ନାରାୟଣ କୁଅଁର କରିଥିଲେ।

The post ସରିଲା ନବମ ତମ ଚତୁର୍ଥ ପ୍ରହରୀ। appeared first on Odisha.News.