ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରରେ ଯିବେ ମୁଖ୍ୟମନ୍ତ୍ରୀ
ସମ୍ୱଲପୁର ୧୪/୦୫: ସୋମବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏବେ ଫୋକସରେ ଦ୍ୱିତୀୟ ପର୍ଯ୍ୟାୟ । ଆସନ୍ତା ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବ । ତେବେ ଏବେ ସବୁ ନେତାଙ୍କ ଫୋକସରେ ପଶ୍ଚିମ ଓଡିଶା । ଷ୍ଟାର ପ୍ରଚାରକ ଓ ହେଭିଓ୍ବେଟ ପଶ୍ଚିମ ଓଡିଶାକୁ ଫୋକସ କଲେଣି । ମୁଖ୍ଯମନ୍ତ୍ରୀ ନିଜେ ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହେବା ପରେ ଏବେ ପଶ୍ଚିମ ଓଡିଶାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି । ଆସନ୍ତାକାଲି ମୁଖ୍ଯମନ୍ତ୍ରୀ ରାଉରକେଲା, ଦେବଗଡ, ଛେଣ୍ଡିପଡା ଓ ଆଠମଲ୍ଲିକ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ।
ସମ୍ୱଲପୁର ୧୪/୦୫: ସୋମବାର ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏବେ ଫୋକସରେ ଦ୍ୱିତୀୟ ପର୍ଯ୍ୟାୟ । ଆସନ୍ତା ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବ । ତେବେ ଏବେ ସବୁ ନେତାଙ୍କ ଫୋକସରେ ପଶ୍ଚିମ ଓଡିଶା । ଷ୍ଟାର ପ୍ରଚାରକ ଓ ହେଭିଓ୍ବେଟ ପଶ୍ଚିମ ଓଡିଶାକୁ ଫୋକସ କଲେଣି ।
ମୁଖ୍ଯମନ୍ତ୍ରୀ ନିଜେ ପଶ୍ଚିମ ଓଡିଶାରୁ ପ୍ରାର୍ଥୀ ହେବା ପରେ ଏବେ ପଶ୍ଚିମ ଓଡିଶାକୁ ଘନ ଘନ ପ୍ରଚାରରେ ଆସୁଛନ୍ତି । ଆସନ୍ତାକାଲି ମୁଖ୍ଯମନ୍ତ୍ରୀ ରାଉରକେଲା, ଦେବଗଡ, ଛେଣ୍ଡିପଡା ଓ ଆଠମଲ୍ଲିକ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ।