ସର୍ବସମ୍ମୁଖରେ ଅପରାଧିକ ବିବରଣୀ ଦେବେ ଦାଗୀ ନେତା

ଦାଗୀ ନେତାମାନେ ଟିଭି ଓ ଖବର କାଗଜରେ ଦେବେ ନିଜ ନିଜ ଅପରାଧିକ ରେକର୍ଡ। ବିଜ୍ଞାପନ ଜରିଆରେ ନିଜର ଅପରାଧିକ ରେକର୍ଡ ଦେଖାଇବେ।

ସର୍ବସମ୍ମୁଖରେ ଅପରାଧିକ ବିବରଣୀ ଦେବେ ଦାଗୀ ନେତା

ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଦେଶର ୭ଟି ପର୍ଯ୍ୟାୟରେ ପଡିବ ଭୋଟ। ତେବେ ଏଥର ପ୍ରାର୍ଥୀଙ୍କ ପାଇଁ ହୋଇଛି ନୂଆ ନିୟମ। ଦାଗୀ ନେତାମାନେ ଟିଭି ଓ ଖବର କାଗଜରେ ଦେବେ ନିଜ ନିଜ ଅପରାଧିକ ରେକର୍ଡ। ବିଜ୍ଞାପନ ଜରିଆରେ ନିଜର ଅପରାଧିକ ରେକର୍ଡ ଦେଖାଇବେ। ତେବେ ଥରେ କିମ୍ବା ଦୁଇଥର ନୁହେଁ ୩ଥର ନିଜ ଅପରାଧିକ ବିବରଣୀ ଦେବେ ଦାଗୀ ନେତା। ଏଭଳି କିଛି ଆଜି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଦେଖନ୍ତୁ ପୂରା ରିପୋର୍ଟ।