ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼
ନୂଆଦିଲ୍ଲୀ,୧୫ା୫: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକ ସରକାରୀ ବୈଠକ ପରେ ସର୍ବସାଧାରଣରେ ଗୁଳିମାଡ଼ ହୋଇଛି। ଏଥିରେ ସେ ଆହତ ହୋଇଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟ କରିଛି। ଘଟଣାସ୍ଥଳରେ ଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି ଯେ, ରବର୍ଟଙ୍କ ଉପରକୁ ଏକାଧିକ ଥର ଗୁଳିମାଡ଼ ହୋଇଥିଲା। ଏହି ଘଟଣା ମଧ୍ୟରେ ସୁରକ୍ଷା କର୍ମୀମାନେ ଜଣେ ବ୍ୟକ୍ତିଙ୍କୁ କାର ଭିତରକୁ ନେଇ ଦେଇ ଯାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ସରକାରୀ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। The post ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼ appeared first on Dharitri Odia News.
ନୂଆଦିଲ୍ଲୀ,୧୫ା୫: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଏକ ସରକାରୀ ବୈଠକ ପରେ ସର୍ବସାଧାରଣରେ ଗୁଳିମାଡ଼ ହୋଇଛି। ଏଥିରେ ସେ ଆହତ ହୋଇଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟ କରିଛି। ଘଟଣାସ୍ଥଳରେ ଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି ଯେ, ରବର୍ଟଙ୍କ ଉପରକୁ ଏକାଧିକ ଥର ଗୁଳିମାଡ଼ ହୋଇଥିଲା।
ଏହି ଘଟଣା ମଧ୍ୟରେ ସୁରକ୍ଷା କର୍ମୀମାନେ ଜଣେ ବ୍ୟକ୍ତିଙ୍କୁ କାର ଭିତରକୁ ନେଇ ଦେଇ ଯାଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ସରକାରୀ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
The post ସର୍ବସାଧାରଣରେ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼ appeared first on Dharitri Odia News.