ସଲମାନଙ୍କ ସୁରକ୍ଷା ବଢ଼ିଲା

#ସଲମାନଙ୍କ_ସୁରକ୍ଷା_ବଢ଼ିଲା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ। ସଲମାନଙ୍କ କାର୍ ରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର ୱାଟସଆପ୍ ରେ ଆସିଛି ମେସେଜ୍। ୱାଟସଆପରେ ମେସେଜ୍ ଲେଖି ଧମକ ଦେଇଛି ଅଭିଯୁକ୍ତ। ଏହାପରେ ଭାଇଜାନଙ୍କ ସୁରକ୍ଷା ବଢ଼ିଛି।

ସଲମାନଙ୍କ ସୁରକ୍ଷା ବଢ଼ିଲା
Array