ସଶସ୍ତ୍ର ଡକାୟତି: ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତ୍ରିରେ ଭଣ୍ଡାରିପୋଖରୀର ବଡ଼ ନପଙ୍ଗ ଗାଁରେ ମାଧବ ସେଠୀଙ୍କ ଘରେ ଡକାୟତି । ୪ଜଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ଓ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ମହିଳାଙ୍କ ସହ ୪ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ୬ଜଣ ଦୁର୍ବୃତ୍ତ […] The post ସଶସ୍ତ୍ର ଡକାୟତି: ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା appeared first on KNews Odisha.

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତ୍ରିରେ ଭଣ୍ଡାରିପୋଖରୀର ବଡ଼ ନପଙ୍ଗ ଗାଁରେ ମାଧବ ସେଠୀଙ୍କ ଘରେ ଡକାୟତି । ୪ଜଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ଓ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ମହିଳାଙ୍କ ସହ ୪ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ୬ଜଣ ଦୁର୍ବୃତ୍ତ ମୁହଁ ରେ କଳା ପଟି ଲଗାଇ ଘରେ ପଶି ଡକାୟତି କରିଛନ୍ତି । ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ କରୁଛି ।
The post ସଶସ୍ତ୍ର ଡକାୟତି: ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା appeared first on KNews Odisha.