ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଶିଶୁର ମୁଣ୍ଡ
ପୁରୀ : ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଛୋଟ ଶିଶୁର ମୁଣ୍ଡ l ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପରିବାର ସହ ଆସିଥିଲେ l ଭିତର ରତ୍ନ ଭଣ୍ଡାର ସର୍ଭେ କରାଯାଉଥିବା ନେଇ ଦର୍ଶନ ବନ୍ଦ ରହିଥିଲା l ଫଳରେ ସିଂହଦ୍ୱାର ନିକଟରେ ସେ ଶିଶୁଟି ଖେଳୁଥିଲା l ଶିଶୁଟି ଖେଳୁଥିବା ସମୟରେ ମୁଣ୍ଡଟି ଶ୍ରୀମନ୍ଦିର ନିକଟରେ ଥିବା ବ୍ୟାରିକେଡ଼ ଭିତରେ ପଶିଯାଇଥିଲା l ଯାହାଫଳରେ ଛୋଟ ଶିଶୁଟି ପ୍ରାୟ ୨ ମିନିଟ ପର୍ଯ୍ୟନ୍ତ ଅଣନିଶ୍ୱାସୀ ହୋଇଯାଇଥିଲେ […] The post ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଶିଶୁର ମୁଣ୍ଡ appeared first on KNews Odisha.

ପୁରୀ : ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଛୋଟ ଶିଶୁର ମୁଣ୍ଡ l ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପରିବାର ସହ ଆସିଥିଲେ l ଭିତର ରତ୍ନ ଭଣ୍ଡାର ସର୍ଭେ କରାଯାଉଥିବା ନେଇ ଦର୍ଶନ ବନ୍ଦ ରହିଥିଲା l ଫଳରେ ସିଂହଦ୍ୱାର ନିକଟରେ ସେ ଶିଶୁଟି ଖେଳୁଥିଲା l ଶିଶୁଟି ଖେଳୁଥିବା ସମୟରେ ମୁଣ୍ଡଟି ଶ୍ରୀମନ୍ଦିର ନିକଟରେ ଥିବା ବ୍ୟାରିକେଡ଼ ଭିତରେ ପଶିଯାଇଥିଲା l ଯାହାଫଳରେ ଛୋଟ ଶିଶୁଟି ପ୍ରାୟ ୨ ମିନିଟ ପର୍ଯ୍ୟନ୍ତ ଅଣନିଶ୍ୱାସୀ ହୋଇଯାଇଥିଲେ l ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସମାନଙ୍କ ସହାୟତାରେ ଛୋଟ ଶିଶୁଟିର ମୁଣ୍ଡକୁ ବ୍ୟାରିକେଡରୁ କଡାଯାଇଥିଲା l
The post ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଶିଶୁର ମୁଣ୍ଡ appeared first on KNews Odisha.