ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସହଦେବ ନାୟକ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଶୁସେଇ ଓରଫ ସୁଶାନ୍ତ ନାୟକ ଗିରଫ। କଟକ ଜିଲ୍ଲା କାନପୁର... The post ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ appeared first on .

ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସହଦେବ ନାୟକ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଶୁସେଇ ଓରଫ ସୁଶାନ୍ତ ନାୟକ ଗିରଫ। କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରୁ ସୁଶାନ୍ତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ସହଦେବଙ୍କୁ ସୁଶେଇ ହତ୍ୟା କରିବା ପରେ ନିଜ ଗାଡିକୁ ଛାଡି ଫେରାର୍ ହୋଇଯାଇଥିଲା। ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକକୁ ଅତି ବୀଭତ୍ସ ଭାବେ କରାଯାଇଥିଲା ହତ୍ୟା। ଜାତୀୟ ରାଜପଥ ଉପରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ହତ୍ୟାକାରୀ। ମାମଲାରେ ପୂର୍ବରୁ ୭ ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି ।

The post ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ appeared first on .