ସହାୟତା ଘୋଷଣା କଲା ଟାଟା ଗ୍ରୁପ୍

୧କୋଟିର ସହାୟତା ଘୋଷଣା କଲା ଟାଟା ଗ୍ରୁପ୍ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା । ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ୍ । ସମସ୍ତ ମୃତକଙ୍କ ପରିବାରକୁ ସହାୟତା ଦେବ ଟାଟା ଗ୍ରୁପ୍ । ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଟାଟା । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ବିଜେ ମେଡିକାଲ କଲେଜର ମରାମତି କରିବ ଟାଟା ।

ସହାୟତା ଘୋଷଣା କଲା ଟାଟା ଗ୍ରୁପ୍
Array