ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍, ଅର୍ବାନ ବ୍ୟାଙ୍କ ପକ୍ଷରୁ ଚାଲିଛି ଚଢାଉ
କଟକ ୧୩।୦୩ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ଅନୁଭବ ମହାନ୍ତିଙ୍କ ଭଡ଼ା ଘରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ଚାଲିଛି ଚଢାଉ । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ବ୍ୟାଙ୍କରୁ ଋଣ ନେଇ ସୁଜିନପାରିବାରୁ ବ୍ୟାଙ୍କ ପକ୍ଷରୁ ଚାଲିଛି ଚଢାଉ । ଖବର ଅନୁଯାୟୀ, ଅନୁଭବଙ୍କ ପାଇଁ ଅନୁପ୍ରାସ ମହାନ୍ତି ଉକ୍ତ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କାର ଋଣ କରିଥିଲେ । ହେଲେ ସମୟକ୍ରମେ ସୁଝିପାରିନଥିଲେ ଅନୁଭବଙ୍କ ଭାଇ ଅନୁପ୍ରାସ । ବ୍ୟାଙ୍କ ପକ୍ଷରୁ ମଧ୍ୟ ଅନୁପ୍ରାସଙ୍କୁ ନୋଟିସ୍ ହୋଇଥିଲେ । ଆଉ ଏବେ ରହୁଥିବା ଭଡ଼ାଘରେ ଚଢାଉ କରିଛି ଅର୍ବାନ ବ୍ୟାଙ୍କ । ବୁଧବାର ଦିନ ସକାଳ ସମୟରେ ଅର୍ବାନ ବ୍ୟାଙ୍କ ଏକ ଟିମ୍ ଅନୁଭବ ଏବଂ ଭାଇ ଅନୁପ୍ରାସ ରହୁଥିବା ଭଡ଼ା ଘରେ ଚଢାଉ କରୁଛନ୍ତି ।
କଟକ ୧୩।୦୩ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ଅନୁଭବ ମହାନ୍ତିଙ୍କ ଭଡ଼ା ଘରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ଚାଲିଛି ଚଢାଉ । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ବ୍ୟାଙ୍କରୁ ଋଣ ନେଇ ସୁଜିନପାରିବାରୁ ବ୍ୟାଙ୍କ ପକ୍ଷରୁ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଅନୁଭବଙ୍କ ପାଇଁ ଅନୁପ୍ରାସ ମହାନ୍ତି ଉକ୍ତ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କାର ଋଣ କରିଥିଲେ । ହେଲେ ସମୟକ୍ରମେ ସୁଝିପାରିନଥିଲେ ଅନୁଭବଙ୍କ ଭାଇ ଅନୁପ୍ରାସ । ବ୍ୟାଙ୍କ ପକ୍ଷରୁ ମଧ୍ୟ ଅନୁପ୍ରାସଙ୍କୁ ନୋଟିସ୍ ହୋଇଥିଲେ । ଆଉ ଏବେ ରହୁଥିବା ଭଡ଼ାଘରେ ଚଢାଉ କରିଛି ଅର୍ବାନ ବ୍ୟାଙ୍କ । ବୁଧବାର ଦିନ ସକାଳ ସମୟରେ ଅର୍ବାନ ବ୍ୟାଙ୍କ ଏକ ଟିମ୍ ଅନୁଭବ ଏବଂ ଭାଇ ଅନୁପ୍ରାସ ରହୁଥିବା ଭଡ଼ା ଘରେ ଚଢାଉ କରୁଛନ୍ତି ।