ସାତୁଳି ଗାଁରେ ଭୟର ବାତାବରଣ

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ସାତୁଳି ଗ୍ରାମରେ କୁକୁର କାମୁଡ଼ି ଅନେକ ଆହାତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସାତୁଳି ଗ୍ରାମର ମହାଦେଇ ଜେନା, ମନ୍ଦ ଜେନା, ପାଟପୁର ଗ୍ରାମର ଜାନକୀ ପଲାଇ, ଏପରିକି ଖଣ୍ଡଦେଉଳିର ଜଣେ, ବିରୁଳିଗଡ଼ର ଜଣେ, ସ୍ଥାନୀୟ ଅଞ୍ଚଳର ୪ଟି ଗାଈ ଓ ୫ଟି ପୋଷା କୁକୁର ଆହାତ ହୋଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ରମ୍ଭା ଫରେଷ୍ଟ ବିଭାଗକୁ ଅବଗତ କରିଥିଲେ ହେଁ ବନ […] The post ସାତୁଳି ଗାଁରେ ଭୟର ବାତାବରଣ appeared first on Dharitri Odia News.

ସାତୁଳି ଗାଁରେ ଭୟର ବାତାବରଣ

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ସାତୁଳି ଗ୍ରାମରେ କୁକୁର କାମୁଡ଼ି ଅନେକ ଆହାତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସାତୁଳି ଗ୍ରାମର ମହାଦେଇ ଜେନା, ମନ୍ଦ ଜେନା, ପାଟପୁର ଗ୍ରାମର ଜାନକୀ ପଲାଇ, ଏପରିକି ଖଣ୍ଡଦେଉଳିର ଜଣେ, ବିରୁଳିଗଡ଼ର ଜଣେ, ସ୍ଥାନୀୟ ଅଞ୍ଚଳର ୪ଟି ଗାଈ ଓ ୫ଟି ପୋଷା କୁକୁର ଆହାତ ହୋଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ରମ୍ଭା ଫରେଷ୍ଟ ବିଭାଗକୁ ଅବଗତ କରିଥିଲେ ହେଁ ବନ ବିଭାଗ କହିଛି ସେ କାମ ଆମର ନୁହେଁ ପଞ୍ଚାୟତକୁ ଜଣାଇବା ପାଇଁ କହିଥିବା ଅଭିଯୋଗ ହେଉଛି। ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

The post ସାତୁଳି ଗାଁରେ ଭୟର ବାତାବରଣ appeared first on Dharitri Odia News.