ସାନଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର

ହିଞ୍ଜିଳିକାଟୁ, ୨୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ବିଜୟ ସେଠୀଙ୍କ ଠେଙ୍ଗା ମାଡ଼ରେ ବା ସଞ୍ଜୟ ସେଠୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ନେଇ ଆହତ ହିଞ୍ଜିଳି ଥାନାରେ ବଡ଼ ଭାଇ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ (କେଶ ନଂ- ୧୩୦/୨୫)ରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀ ବିଜୟ ସେଠୀଙ୍କୁ ବ୍ରହ୍ମପୁର ଅଞ୍ଚଳରୁ ପୋଲିସ ଗିରଫ କରିଛି। ବିଜୟଙ୍କୁ ଶନିବାର କୋର୍ଟ […] The post ସାନଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର appeared first on Dharitri Odia News.

ସାନଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର

ହିଞ୍ଜିଳିକାଟୁ, ୨୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ବିଜୟ ସେଠୀଙ୍କ ଠେଙ୍ଗା ମାଡ଼ରେ ବା ସଞ୍ଜୟ ସେଠୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ନେଇ ଆହତ ହିଞ୍ଜିଳି ଥାନାରେ ବଡ଼ ଭାଇ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ (କେଶ ନଂ- ୧୩୦/୨୫)ରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀ ବିଜୟ ସେଠୀଙ୍କୁ ବ୍ରହ୍ମପୁର ଅଞ୍ଚଳରୁ ପୋଲିସ ଗିରଫ କରିଛି। ବିଜୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

The post ସାନଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର appeared first on Dharitri Odia News.