ସାପ କାମୁଡ଼ାରେ ନବ ନିର୍ବାଚିତ ବିଧାୟକ ଅସୁସ୍ଥ
ମାଲକାନଗିରି: ସାପ କାମୁଡ଼ାରେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ଅସୁସ୍ଥ। ନିଜ ଘର କଦମଗୁଡା ଠାରେ ତାଙ୍କ ଏକ ବିଶାକ୍ତ ସାପ କାମୁଡ଼ି ଥିବା ଜଣାପଡ଼ିଛି। ତେବେ ଘଟଣା ଜଣା ପଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବିଧାୟକ ମଙ୍ଗୁ ଖିଲ ସୁସ୍ଥ ରହିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଅଧିକାରୀ ।
ମାଲକାନଗିରି: ସାପ କାମୁଡ଼ାରେ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ଅସୁସ୍ଥ। ନିଜ ଘର କଦମଗୁଡା ଠାରେ ତାଙ୍କ ଏକ ବିଶାକ୍ତ ସାପ କାମୁଡ଼ି ଥିବା ଜଣାପଡ଼ିଛି।
ତେବେ ଘଟଣା ଜଣା ପଡ଼ିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବିଧାୟକ ମଙ୍ଗୁ ଖିଲ ସୁସ୍ଥ ରହିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଅଧିକାରୀ ।