ସାପ ଧରାଳିଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ, ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍

ଭୁବନେଶ୍ବର ୨୫।୬: ସୋନପୁର ଜିଲ୍ଲା ବୀରମହାରାଜପୁରରେ ସାପ ଚୋଟରେ ସାପ ଧରାଳି  ଗୌରର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍ । ସୋନପୁର ଡିଏଫଓ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାପ ଧରାଳିଙ୍କୁ ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍ । ଏସଆରସି ଓ ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍‌ଙ୍କ ସହଯୋଗରେ ତାଲିମ ପ୍ରଦାନ କରାଯିବ । ତାଲିମ ବ୍ୟବସ୍ଥା କରିବା ସହ ତାଲିମ ପ୍ରାପ୍ତ ସାପ ଧରାଳିଙ୍କୁ ଯୋଗାଇ ଦିଆଯିବ ସାପଧରା କିଟ୍ । ସାପ ଧରି ଜଙ୍ଗଲରେ ନ   ଛାଡି ଥାନା ପରିସରକୁ କାହିଁକି ଆସିଥିଲେ ତଦନ୍ତ ହେବ । ସାପ ଧରି ନ ଖେଳେଇବା ପାଇଁ ଅପିଲ କରିଛନ୍ତି ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍ ।You Can Read :ଜଙ୍ଗଲରେ ଆକ୍ରମଣ କଲା ବିରୁଡି, ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ

ସାପ ଧରାଳିଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ, ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍

ଭୁବନେଶ୍ବର ।୬: ସୋନପୁର ଜିଲ୍ଲା ବୀରମହାରାଜପୁରରେ ସାପ ଚୋଟରେ ସାପ ଧରାଳି  ଗୌରର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍ । ସୋନପୁର ଡିଏଫଓ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସାପ ଧରାଳିଙ୍କୁ ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍ । ଏସଆରସି ଓ ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍‌ଙ୍କ ସହଯୋଗରେ ତାଲିମ ପ୍ରଦାନ କରାଯିବ । ତାଲିମ ବ୍ୟବସ୍ଥା କରିବା ସହ ତାଲିମ ପ୍ରାପ୍ତ ସାପ ଧରାଳିଙ୍କୁ ଯୋଗାଇ ଦିଆଯିବ ସାପଧରା କିଟ୍ । ସାପ ଧରି ଜଙ୍ଗଲରେ ନ   ଛାଡି ଥାନା ପରିସରକୁ କାହିଁକି ଆସିଥିଲେ ତଦନ୍ତ ହେବ । ସାପ ଧରି ନ ଖେଳେଇବା ପାଇଁ ଅପିଲ କରିଛନ୍ତି ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍ ।

You Can Read :

ଜଙ୍ଗଲରେ ଆକ୍ରମଣ କଲା ବିରୁଡି, ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ