ସାବଧାନ! ଗୋଟିଏ ଫୋନ କଲରେ ହୋଇଯାଉଛି ହ୍ବାଟସ୍ ଆପ ହ୍ୟାକ
ସମସ୍ତେ ଜାଣନ୍ତି ଯେ ହ୍ବାଟସ୍ ଆପ ଏକ ଗୁରୁତ୍ୱପୂର୍ଣ୍ଣ ମେସେଜିଂ ପ୍ଲାଟଫର୍ମ, ଯେଉଁଠାରେ ଆପଣ ବ୍ୟକ୍ତିଗତ ତଥା ବୃତ୍ତିଗତ ଚାଟିଂ ମଧ୍ୟ କରନ୍ତି । ହ୍ବାଟସ୍ ଆପରେ ଆପଣଙ୍କର ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଉପଲବ୍ଧ । ଏହାକୁ ଟାର୍ଗେଟ କରିବା ପାଇଁ, ବଜାରକୁ ଏକ ନୂତନ ପ୍ରକାରର ହ୍ୟାକିଂ ଟୁଲ ଆସିଛି, ଯେଉଁଥିରେ ଆପଣଙ୍କ ପାଖକୁ ଏକ ଫୋନ କଲ ଆସିବ ଆଉ ବିନା ଓଟିପିରେ ହ୍ବାଟସ୍ ଆପ ହ୍ୟାକ ହୋଇଯିବ। ହ୍ବାଟସ୍ […] The post ସାବଧାନ! ଗୋଟିଏ ଫୋନ କଲରେ ହୋଇଯାଉଛି ହ୍ବାଟସ୍ ଆପ ହ୍ୟାକ appeared first on Dharitri Odia News.
ସମସ୍ତେ ଜାଣନ୍ତି ଯେ ହ୍ବାଟସ୍ ଆପ ଏକ ଗୁରୁତ୍ୱପୂର୍ଣ୍ଣ ମେସେଜିଂ ପ୍ଲାଟଫର୍ମ, ଯେଉଁଠାରେ ଆପଣ ବ୍ୟକ୍ତିଗତ ତଥା ବୃତ୍ତିଗତ ଚାଟିଂ ମଧ୍ୟ କରନ୍ତି । ହ୍ବାଟସ୍ ଆପରେ ଆପଣଙ୍କର ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଉପଲବ୍ଧ । ଏହାକୁ ଟାର୍ଗେଟ କରିବା ପାଇଁ, ବଜାରକୁ ଏକ ନୂତନ ପ୍ରକାରର ହ୍ୟାକିଂ ଟୁଲ ଆସିଛି, ଯେଉଁଥିରେ ଆପଣଙ୍କ ପାଖକୁ ଏକ ଫୋନ କଲ ଆସିବ ଆଉ ବିନା ଓଟିପିରେ ହ୍ବାଟସ୍ ଆପ ହ୍ୟାକ ହୋଇଯିବ।
ହ୍ବାଟସ୍ ଆପ ହ୍ୟାକିଂ ସମ୍ପର୍କରେ ଉତ୍ତରପ୍ରଦେଶର ବାରବଙ୍କି ନିବାସୀ ସାକ୍ସି ବର୍ମା ଅଭିଯୋଗ କରିଛନ୍ତି। ସାକ୍ସିଙ୍କ କହିବାନୁସାରେ, ରାତି ପ୍ରାୟ ୧୨ଟା ସମୟରେ ତାଙ୍କ ଫୋନକୁ ଏକ କଲ ଆସିଥିଲା, ଯାହାକି ଆମେରିକାର ନମ୍ବରରୁ ଥିଲା। ଏହି ଫୋନ କଲ ଉଠାଇବା ପରେ, ଫୋନ କଟି ଗଲା, ଯାହା ପରେ ଯାହା ପରେ ତାଙ୍କ ହ୍ବାଟସ୍ ଆପ ଲଗ୍ ଆଉଟ୍ ହୋଇଗଲା।
The post ସାବଧାନ! ଗୋଟିଏ ଫୋନ କଲରେ ହୋଇଯାଉଛି ହ୍ବାଟସ୍ ଆପ ହ୍ୟାକ appeared first on Dharitri Odia News.