ସାବାସ୍‌ ମମତା; ପିଜୁଳି ଗଛରେ ଫଳାଉଛନ୍ତି ସେଓ !

୪ ଏକର ଜମିରେ ପିଜୁଳି ଚାଷ । କ୍ଷେତରେ ଫଳ ଯେମିତି ଫଳିଛି, ବ୍ୟବସାୟ ବି ଠିକ୍‌ ସେମିତି ହେଉଛି । ବିଭିନ୍ନ କିସମର ପିଜୁଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ଚାଷୀ । ସବୁଠାରୁ ବଡ଼ କଥା ହେଉଛି, ଏ ଚାଷ କୌଣସି ସଫଳ ଚାଷୀ କି କେଉଁ ଯୁବକ କରିନାହାନ୍ତି ।

ସାବାସ୍‌ ମମତା; ପିଜୁଳି ଗଛରେ ଫଳାଉଛନ୍ତି ସେଓ !
Array