ସାବିତ୍ରୀ ବ୍ରତକୁ ନେଇ ତୁମୂଳକାଣ୍ଡ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଜଳେଶ୍ବର ୬।୬: ସାବିତ୍ରୀ ବ୍ରତକୁ ନେଇ ତୁମୂଳକାଣ୍ଡ । ପୂଜକଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ ସାବିତ୍ରୀ ବ୍ରତ ପୂଜାକୁ  ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ମୁତୟନ ହୋଇଛନ୍ତି । ମହୁଲିଆ ଗ୍ରାମର କିଛି ମହିଳା ଜଣେ ପୂଜକଙ୍କ ନିକଟରେ ସାବିତ୍ରୀ ପୂଜା କରିବା ପାଇଁ ଆସିଥିଲେ । ଅନ୍ୟ ଏକ ଗୋଷ୍ଠୀ ମହିଳା ଆଉ ଜଣେ ପୂଜକଙ୍କ ପାଖରେ ପୂଜା କରିବେ ବୋଲି କହିଥିଲେ । ସମାଧାନ ନହେବାରୁ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି ।You Can Read :ଚଳନ୍ତା ଟ୍ରକ୍‌ର ଫାଟିଲା ଚକ, ଲାଗିଗଲା ନିଆଁ

ସାବିତ୍ରୀ ବ୍ରତକୁ ନେଇ ତୁମୂଳକାଣ୍ଡ : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଜଳେଶ୍ବର ୬।୬: ସାବିତ୍ରୀ ବ୍ରତକୁ ନେଇ ତୁମୂଳକାଣ୍ଡ । ପୂଜକଙ୍କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମହୁଲିଆ ଗ୍ରାମରେ ସାବିତ୍ରୀ ବ୍ରତ ପୂଜାକୁ  ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ମୁତୟନ ହୋଇଛନ୍ତି । ମହୁଲିଆ ଗ୍ରାମର କିଛି ମହିଳା ଜଣେ ପୂଜକଙ୍କ ନିକଟରେ ସାବିତ୍ରୀ ପୂଜା କରିବା ପାଇଁ ଆସିଥିଲେ । ଅନ୍ୟ ଏକ ଗୋଷ୍ଠୀ ମହିଳା ଆଉ ଜଣେ ପୂଜକଙ୍କ ପାଖରେ ପୂଜା କରିବେ ବୋଲି କହିଥିଲେ । ସମାଧାନ ନହେବାରୁ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି ।

You Can Read :

ଚଳନ୍ତା ଟ୍ରକ୍‌ର ଫାଟିଲା ଚକ, ଲାଗିଗଲା ନିଆଁ