ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା । Jharsuguda death case ,Odisha

ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା । ଲଇକେରା ଥାନା କୁଲେମୁରା ଗ୍ରାମର ଚାଷ ଜମିରୁ ମିଳିଲା ଶବ । ଘଟଣାଟି ଘଟିଛି ଲଇକେରା ଥାନା କୁଲେମୁରା ସାଲେଟିକ୍ରା ଗ୍ରାମରେ। ମୃତକ ହେଉଛନ୍ତି ସେହି ଗ୍ରାମର ରଜତ ରାଜହଂସ(୨୫)। ସୂଚନା ପାଇ ଲଇ