୧୭ରେ ବନ୍ଦ ରହିବ BMC ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ମଧ୍ୟ ୨ଟା ଯାଏଁ ବନ୍ଦ ରହିବ

ଭୁବନେଶ୍ୱର : ୧୭ରେ ବିଏମସି ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । BMC ଅଞ୍ଚଳର ସବୁ ସ୍କୁଲ, କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିବ । ସରକାରୀ ବିଦ୍ୟାଳୟର ପ୍ରଥମାର୍ଦ୍ଧ ଛୁଟି ରହିବ । ଦିନ ୨ଟା ଯାଏଁ BMC ଅନ୍ତର୍ଗତ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରାଜସ୍ବ ଏବଂ କାର୍ଯ୍ୟନିର୍ବାହୀ କୋର୍ଟ ମଧ୍ୟ ୨ଟା ଯାଏଁ ବନ୍ଦ ରହିବ । କାରଣ ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ […] The post ୧୭ରେ ବନ୍ଦ ରହିବ BMC ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ମଧ୍ୟ ୨ଟା ଯାଏଁ ବନ୍ଦ ରହିବ appeared first on KNews Odisha.

୧୭ରେ ବନ୍ଦ ରହିବ BMC ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ମଧ୍ୟ ୨ଟା ଯାଏଁ ବନ୍ଦ ରହିବ
school

ଭୁବନେଶ୍ୱର : ୧୭ରେ ବିଏମସି ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । BMC ଅଞ୍ଚଳର ସବୁ ସ୍କୁଲ, କଲେଜ ସମ୍ପୂର୍ଣ୍ଣ ବନ୍ଦ ରହିବ । ସରକାରୀ ବିଦ୍ୟାଳୟର ପ୍ରଥମାର୍ଦ୍ଧ ଛୁଟି ରହିବ । ଦିନ ୨ଟା ଯାଏଁ BMC ଅନ୍ତର୍ଗତ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରାଜସ୍ବ ଏବଂ କାର୍ଯ୍ୟନିର୍ବାହୀ କୋର୍ଟ ମଧ୍ୟ ୨ଟା ଯାଏଁ ବନ୍ଦ ରହିବ । କାରଣ ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଭୁବନେଶ୍ବରରେ ବିପୁଳ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ ଅଫିସ ବନ୍ଦ ନିଷ୍ପତ୍ତି ନେଇଛନ୍ତି ।

The post ୧୭ରେ ବନ୍ଦ ରହିବ BMC ଅଞ୍ଚଳର ସବୁ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ମଧ୍ୟ ୨ଟା ଯାଏଁ ବନ୍ଦ ରହିବ appeared first on KNews Odisha.