ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସାଙ୍ଗକୁ ପିଟି ପିଟି ମାରିଦେଲା ସାଙ୍ଗ !
ଖୋର୍ଦ୍ଧା ୨।୧: ସାମାନ୍ୟ ବଚସାରୁ ସାଙ୍ଗକୁ ମାରିଲା ସାଙ୍ଗ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ ଭଙ୍ଗା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ସୋମବାର ରାମଲୀଳା ନାଚରେ ଅଭିନୟ ପରେ ହୋଇଥିଲା ବଚସା । ଘରେ କେହି ନଥିବା ବେଳେ ପିଟି ପିଟି ମାରିଦେଲା ସାଙ୍ଗକୁ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ ଭଙ୍ଗା ପଞ୍ଚାୟତ ଅଞ୍ଚଳରରୁ । ମୃତକ ରଶ୍ମୀ ରଞ୍ଜନ ବଳିଆରସିଂ । ହତ୍ୟା କରି ଅଭିଯୁକ୍ତ ସୋମନାଥ ଲାଠି ଫେରାର ହୋଇଯାଇଛି । ନିକଟସ୍ଥ ଚମ୍ପତିପୁରରେ ରାମ ନାଟକର ଲବ-କୁସ ଜନ୍ମରେ ଅଭିନୟ କରି ଫେରିଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍ଡିପିଓ, ଜଙ୍କିଆ ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । You Can Read : https://www.prameyanews7.com/manmath-routray-will-not-contest-elections-from-congress/ The post ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସାଙ୍ଗକୁ ପିଟି ପିଟି ମାରିଦେଲା ସାଙ୍ଗ ! appeared first on Prameya News7.
ଖୋର୍ଦ୍ଧା ୨।୧: ସାମାନ୍ୟ ବଚସାରୁ ସାଙ୍ଗକୁ ମାରିଲା ସାଙ୍ଗ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ ଭଙ୍ଗା ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ସୋମବାର ରାମଲୀଳା ନାଚରେ ଅଭିନୟ ପରେ ହୋଇଥିଲା ବଚସା । ଘରେ କେହି ନଥିବା ବେଳେ ପିଟି ପିଟି ମାରିଦେଲା ସାଙ୍ଗକୁ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଶଗଡ଼ ଭଙ୍ଗା ପଞ୍ଚାୟତ ଅଞ୍ଚଳରରୁ । ମୃତକ ରଶ୍ମୀ ରଞ୍ଜନ ବଳିଆରସିଂ । ହତ୍ୟା କରି ଅଭିଯୁକ୍ତ ସୋମନାଥ ଲାଠି ଫେରାର ହୋଇଯାଇଛି । ନିକଟସ୍ଥ ଚମ୍ପତିପୁରରେ ରାମ ନାଟକର ଲବ-କୁସ ଜନ୍ମରେ ଅଭିନୟ କରି ଫେରିଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍ଡିପିଓ, ଜଙ୍କିଆ ଥାନା ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
You Can Read :
The post ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସାଙ୍ଗକୁ ପିଟି ପିଟି ମାରିଦେଲା ସାଙ୍ଗ ! appeared first on Prameya News7.