ସାମ୍ବାଦିକଙ୍କ ଉପରେ ବର୍ବରତା, କୁଆଡେ ଗଲା ମାଷ୍ଟରମାଇଣ୍ଡ ଠିକାଦାର ?

ମୁହଁରେ ଗୁଡ଼ା ହୋଇଛି କଳାକନା । ଗଣମାଧ୍ୟମ ଆଗରେ, ତିନିଜଣ ଅଭିଯୁକ୍ତଙ୍କୁ ଛିଡା କରାଇଛି ବଲାଙ୍ଗିର ପୋଲିସ । ସାର୍ଟ ପିନ୍ଧା ଯୁବକ ଜଣକ ହେଉଛି, ସାମ୍ବାଦିକଙ୍କୁ ଗୋଇଠା ମାରୁଥିବା ଅବିନାଶ ଦଳାଇ । କଳା ଟିସାର୍ଟ ପିନ୍ଧି ମଝିରେ ଛିଡା ହୋଇଥିବା ଆଦିତ୍ୟ ଜେନା ବି ସାମ୍ବାଦିକଙ୍କୁ କମ ପିଟିନଥିଲା !

ସାମ୍ବାଦିକଙ୍କ ଉପରେ ବର୍ବରତା, କୁଆଡେ ଗଲା ମାଷ୍ଟରମାଇଣ୍ଡ ଠିକାଦାର ?
Array