ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଏଣିକି ଲୋକସେବା ଭବନରେ କରିପାରିବେ ପ୍ରବେଶ

ଭୁବନେଶ୍ବର ୩୧।୧୨: ସାମ୍ବାଦିକଙ୍କ ପାଇଁ ଖୁସି ଖବର । ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି । ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କୋଭିଡ଼୍ ପାଇଁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା ।You Can Read:ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଏଣିକି ଲୋକସେବା ଭବନରେ କରିପାରିବେ ପ୍ରବେଶ

ଭୁବନେଶ୍ବର ୩୧।୧୨: ସାମ୍ବାଦିକଙ୍କ ପାଇଁ ଖୁସି ଖବର । ଲୋକସେବା ଭବନରୁ ହଟିଲା ପ୍ରବେଶ କଟକଣା । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଅନୁମତି ଦିଆଯାଇଛି । ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ଅନୁମତି ମିଳିବ । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କୋଭିଡ଼୍ ପାଇଁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା ।


You Can Read:

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି