ସାରା ଅଲି ଖାନଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି ଲାଖିଲା
ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ ନିଜର କ୍ୟୁଟ୍ନେସ୍ ଏବଂ ବୋଲ୍ଡ ଲୁକ୍ ଯୋଗୁଁ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ। ତାଙ୍କର ଚମତ୍କାର ଚେହେରା ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି କ୍ଲାନ୍ତ ହୁଅନ୍ତି ନାହିଁ। ଏହି ସମୟରେ ଅଭିନେତ୍ରୀଙ୍କ ଜିମ୍ ଲୁକ୍ ଦେଖି ଲୋକଙ୍କ ଆଖି ତାଙ୍କ ଉପରେ ଲାଖିଯାଇଛି।