ସାରାରାତି ଚାଲିଲା ବିଧାନସଭା, ମୋହନ କରିଦେଲେ ରେକର୍ଡ...|| BADAKHABAR TV

ସାରାରାତି ଚାଲିଲା ବିଧାନସଭା । ଜିଲ୍ଲା ମୁଖ୍ୟଳୟରୁ ନେଇ ଲୋକସେବା ଭବନ ପର୍ଯ୍ୟନ୍ତ, ଲାଗିଲା ଧାଁଧପଡ଼ । ଦୀର୍ଘ ଦଶନ୍ଧି ପରେ ନୂଆ ରେକର୍ଡ କଲା ବିଧାନସଭା । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନରେ ମୋହନ ସରକାର କଲେ କମାଲ । ଭାଙ୍ଗିଲେ ପରମ୍ପର